Jump to content

ବଧେଇ ଓଷା

ଉଇକିଅଭିଧାନ‌ରୁ

ବଧେଇ ଓଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାଦ୍ର ମାସ ବୁଧବାରରେ ସ୍ତ୍ରୀଲୋମାନେ ଯେଉଁ ଉପବାସ କରନ୍ତି —Name of a religious fast observed by females on wednesdays in the month of Bhādra.