Jump to content

ବଧ୍ୟ

ଉଇକିଅଭିଧାନ‌ରୁ

ବଧ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଧ୍ ଧାତୁ+ କର୍ମ. ଯ)

[ସମ୍ପାଦନା]
୧. ବଧ ଯୋଗ୍ୟ; ବଧାର୍ହ —୧. Deserving to be killed.
୨. ଯାହାକୁ ହତ୍ୟା ଦଣ୍ଡ ଆଦେଶ ହୋଇଥାଏ — ୨. Sentenced to death,

ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ବଧ; ଢୁଳ. ଯୁଦ୍ଧ ସ୍ଥଳରେ ଯୁଧ୍ୟ, ଶୁଦ୍ଧ ସ୍ଥଳରେ ଶୁଦ୍ଧ୍ୟ)

[ସମ୍ପାଦନା]

ବଧ; ହତ୍ୟା —Murder.

ଦେଶଜ - ବିଶେଷଣ -

[ସମ୍ପାଦନା]

ହତ —KIlled; slain.