Jump to content

ବଧ୍ୟପାଳ

ଉଇକିଅଭିଧାନ‌ରୁ

ବଧ୍ୟପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଧ୍ୟ+ ପାଳ୍ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ପ୍ରାଣଦଣ୍ଡାଜ୍ଞା— ପ୍ରାପ୍ତ ଅପରାଧୀମାନେ ଯେଉଁ କାରାଗାରରେ ଆବଦ୍ଧ ରହନ୍ତି ତାହାର ରକ୍ଷକ —The keeper of the jail for criminals condemned to death.