Jump to content

ବଧ୍ୟୋଦ୍ୟତ

ଉଇକିଅଭିଧାନ‌ରୁ

ବଧ୍ୟୋଦ୍ୟତ

ଉଚ୍ଚାରଣ

[ସମ୍ପାଦନା]
(ବଧ୍ୟୋଦ୍ୟତ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.—(୭ମୀ ତତ୍; ବଧ+ଉଦ୍ୟତ)

[ସମ୍ପାଦନା]

ଅନ୍ୟକୁ ବଧ କରିବା ନିମନ୍ତେ ଉଦ୍ୟତ — Ready or preparing to kill a person.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆତୃତାୟୀ; ଘାତୁକ; ହତ୍ୟାକାରୀ ବ୍ୟକ୍ତି — An assassin; a murderer.