Jump to content

ବଧ ଦଣ୍ଡ

ଉଇକିଅଭିଧାନ‌ରୁ

ବଧ ଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ରୂପକ; ବଧ+ ଦଣ୍ଡ)

[ସମ୍ପାଦନା]
୧. ଅପରାଧୀର ମୃତ୍ୟୁରୂପ ରାଜଦଣ୍ଡ; ପ୍ରାଣଦଣ୍ଡ —୧. Capital punishment.
୨. ଶାରୀରିକ ଦଣ୍ଡ —୨. Corporeal punishment.