ବଧ ଦଣ୍ଡାଜ୍ଞା
ଅପରାଧୀକୁ ମାରି ପକାଇବା ନିମନ୍ତେ ରାଜକୀୟ ଆଦେଶ; ଫାସି ହୁକୁମ —Capital sentence; sentence of death by hanging or execution.