Jump to content

ବନଫ୍ସା

ଉଇକିଅଭିଧାନ‌ରୁ

ବନଫ୍ସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

କାଶ୍ମୀର ଓ ହିମାଳୟ ଅଞ୍ଚଳର ଶାକ— ବିଶେଷ —Wild violet; Viola Odorota.

[ଦ୍ରଷ୍ଟବ୍ୟ —ଏ ଗଛ ଉଚ୍ଚରେ ହାତେ ବଢ଼େ; ଏଥିର କାଣ୍ଡରୁ ବହୁତ ଛୋଟ ଶାଖା ବାହାରେ; ଶାଖାର ଅଗରେ ବାଇଁଗଣୀ ବା ନୀଳ ବର୍ଣ୍ଣ ସୁଗନ୍ଧ ଫୁଲ ଫୁଟେ ଏଥିର ପତ୍ର ଡାଳିମ୍ୱ ପତ୍ର ପରି ଏଥିର ଚେର, ପତ୍ର ଓ ଫୁଲକୁ ହକୀମ୍ (ମୁସଲମାନ ବୈଦ୍ୟ) ମାନେ ଔଷଧରେ ବ୍ୟବହାର କରନ୍ତି ଏଥିର ଫୁଲ ଖାଇଲେ ଖୁବ୍ ପ୍ରସ୍ରାବ ହୁଏ ଫୁଲ ଓ ଚେର ବମନକାରକ— ହିନ୍ଦୀ - ଶବ୍ଦସାଗର ]