ବନବନା
ଦେଖଣା
ବନବନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ଜଙ୍ଗଲି କଣ୍ଟାଳିଆ ଗୁଳ୍ମ — A kind of the wild thorny shrub; Canscora Decussata; Evalvus Erecta.
[ଦ୍ରଷ୍ଟବ୍ୟ —ଏହା ଫୁଲ ଭେଦରେ ୩ ପ୍ରକାର— ୧ ଶ୍ୱେତ ବନବନା—ସଂସ୍କୃତ - ଶଙ୍ଖପୁଷ୍ପୀ ୨ ନୀଳ ବନବନା—ସଂସ୍କୃତ - ବିଷ୍ଣୁକ୍ରାନ୍ତା ୩. ରକ୍ତପୁଷ୍ପୀ—ସଂସ୍କୃତ - ସର୍ପାକ୍ଷୀ