Jump to content

ବନବାସୀ

ଉଇକିଅଭିଧାନ‌ରୁ

ବନବାସୀ

ଉଚ୍ଚାରଣ

[ସମ୍ପାଦନା]
(ବନବାସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଉପପଦ ତତ୍)

[ସମ୍ପାଦନା]

ଯେ ଅରଣ୍ୟରେ ବାସ କରେ —Living in the forest.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଋଷଭ ନାମକ ମହୌଷଧି —୧. A rare herb.
୨. ଶାଲୁଳୀ କନ୍ଦ (ହିନ୍ଦୀ - ଶ.) —୨. A kind of wild root-bulb.
୩. ଦ୍ରୋଣକାକ; ଡାମରା କୁଆ (ହିନ୍ଦୀ - ଶ.) —୩. Rook.