ବନମାଳା
ଦେଖଣା
ବନମାଳା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ; ବନପୁଷ୍ପଦ୍ୱାରା ରଚିତ ମାଳା)
[ସମ୍ପାଦନା]- ୧. ବନ୍ୟପୁଷ୍ପମାନଙ୍କଦ୍ୱାରା ରଚିତ ମାଳା —୧. A chaplet made of wild flowers.
- ୨. ଗୋଡ଼ର ବଳାଗଣ୍ଠି ବା ଆଣ୍ଠୁ ପର୍ଯ୍ୟନ୍ତ ଲମ୍ୱିବା ନାନା ଫୁଲର ହାର — ୨. A garland hanging up to the ankles or knees of the wearer.
[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣ ଏହା ଧାରଣ କରୁଥିଲେ ]
- ୩. ବନମାନଙ୍କ ଶ୍ରେଣୀ —୩. Forest range.