Jump to content

ବନମାଳୀ

ଉଇକିଅଭିଧାନ‌ରୁ

ବନମାଳୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବନମାଳା+ଅଛି ଅର୍ଥରେ ଇନ୍; ବନମାଳିନ୍ ଶବ୍ଦ; ୧ମା. ୧ବ

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କର ନାମବିଶେଷ — A name of Ṡrīkṛushna.

(ବନମାଳିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବନମାଳା ଧାରଣକାରୀ — Wearing a chaplet of wild flowers.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲୋକଙ୍କର ନାମବିଶେଷ —୧. A name given to person.
୨. ବନପୁଷ୍ପଚେ ରଚିତ ମାଳ — ୨. a garland made of wild flowers.