ବନମାଳୀ ଦାସ
ଖ୍ରୀଷ୍ଟ ଷୋଡ଼ଶ ଶତାବ୍ଦୀର ଜନୈକ ଓଡ଼ିଆ କବି —An Oriya poet of the ୧୬th century A. D.
[ଦ୍ରଷ୍ଟବ୍ୟ —ଏହାଙ୍କ ରଚନା ବୈଷ୍ଣବଧର୍ମସମ୍ୱଳିତ, ବିନାୟକ—ଉତ୍କଳ ସାହିତ୍ୟର ଇତିହାସ ]