Jump to content

ବନସ୍ତ

ଉଇକିଅଭିଧାନ‌ରୁ
  • ବନ; ଜଙ୍ଗଲ
  • ଘୋର ଜଙ୍ଗଲବନସ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନସ୍ଥଳୀ)

[ସମ୍ପାଦନା]
୧. ବନ; ଜଙ୍ଗଲ — ୧. Forest.

ଯାଉଅଛ କହ କାହିଁକି ବନସ୍ତକୁ କୃଷ୍ଣସିଂହ. ମହାଭାରତ ବନ

୨. ଘୋର ଜଙ୍ଗଲ —୨. Dense forest.

ଅଥବା ବନସ୍ତେ ପଶିବ ସନ୍ନ୍ୟାସମତେ ବା ବଞ୍ଚିବ ଜଗନ୍ନାଥ. ଭାଗବତ