ବନସ୍ଥ
ଦେଖଣା
ବନସ୍ଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନସ୍ଥଳୀ)
[ସମ୍ପାଦନା]- ୧. ବନ; ଜଙ୍ଗଲ — ୧. Forest.
ଯାଉଅଛ କହ କାହିଁକି ବନସ୍ତକୁ କୃଷ୍ଣସିଂହ. ମହାଭାରତ ବନ
- ୨. ଘୋର ଜଙ୍ଗଲ —୨. Dense forest.
ଅଥବା ବନସ୍ତେ ପଶିବ ସନ୍ନ୍ୟାସମତେ ବା ବଞ୍ଚିବ ଜଗନ୍ନାଥ. ଭାଗବତ
ବନସ୍ଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବନରେ ସ୍ଥିତ —୧. Situate in the wood.
- ୨. ବାନପ୍ରସ୍ଥ ଧର୍ମାବଲମ୍ୱୀ —୨. Talking to the forests; living in the forests.
ଶୁଣ ହେ ବ୍ରହ୍ମାର ନନ୍ଦନ ବନସ୍ଥ ଅବଧୂତଧର୍ମ ଜଗନ୍ନାଥ—ଭାଗବତ