Jump to content

ବନସ୍ଥଳୀ

ଉଇକିଅଭିଧାନ‌ରୁ

ବନସ୍ଥଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବନ+ସ୍ଥଳ; ସ୍ଥଳୀ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ବନଦେଶ; ଅରଣ୍ୟ ଅଂଶବିଶେଷ — ୧. Wild region.
୨. ଅରଣ୍ୟର ଅଂଶବିଶେଷ — ୨. A part of a forest.

ବାମଣ୍ଡା—ମଣ୍ଡଳ—ପ୍ରପାତ—ଶୀକର—ସ୍ନାତ ଘନ ବନସ୍ଥଳୀ ରାଧାନାଥ. ପାର୍ବତୀ