ବନା
ଦେଖଣା
ବନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. [ସଂସ୍କୃତ -ବର୍ଣ୍ଣଯୋଜନା (ନା) ]—ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୁକ୍ତ କରିବା ଧାରା —୧. The process of inflecting consonants with vowel signs.
- ୨. (ସଂସ୍କୃତ - ବର୍ଣ୍ଣନା)—ବର୍ଣ୍ଣନା —୨. Description.
- ୩. ରଚନା —୩. Composition.
- ୪. କଥନ —୪. Speaking
- ୫. ଶବ୍ଦାଳଙ୍କାରବିଶେଷ; ଯେଉଁ ପଦ୍ୟରେ ବ୍ୟବହୃତ ଅକ୍ଷରାବଳି 'ଅ' ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣଯୁକ୍ତ ଥାଏ — ୫. A kind of matrical composition in which the words or letters contain vowels other than 'a'.
ଯଥା—ଭୁରୁ ଲୀଳା ବିଳାସିନୀ କାନ୍ତା ସୁରୁଚିରା ପିନାକି ମୋହିନୀ କାନ୍ତି ଦେବୀ କେଳିକାରା ପ୍ରେମ ମଞ୍ଜରୀ
- ୬. ପରିବା ଆଦିକୁ ରନ୍ଧା ଯିବା ନିମନ୍ତେ କାଟିବା —୬. Cutting or slicing of vegetables for cooking
- ୭. (ଅନାଦରାର୍ଥକ) ବନମାଳୀର ଡାକ ନାମ — ୭. A name for calling Banamālī.