Jump to content

ବନାନୀ

ଉଇକିଅଭିଧାନ‌ରୁ

ବନାନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅରଣ୍ୟାନୀର ଅନୁକରଣରେ ଅଶୁଦ୍ଧ ପ୍ରୟୋଗ; ସଂସ୍କୃତ - ବନ୍ଦ ଶବ୍ଦର ବହୁବଚନ ବନାନି)

[ସମ୍ପାଦନା]
୧. ଅରଣ୍ୟାନୀ; ସୁବିସ୍ତୃତ ଜଙ୍ଗଲ —୧. A range forests; vast forest.
୨. ବହୁ ଅରଣ୍ୟ —୨. A great many forests.