Jump to content

ବନାବନି

ଉଇକିଅଭିଧାନ‌ରୁ

ବନାବନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନୀ= ମିଳନ)

[ସମ୍ପାଦନା]
୧. ଅନ୍ୟାନ୍ୟରେ ଗାଳି ଦିଆଦେଇ — ୧. Mutual recrimination.

ଅନୁବାଦ

[ସମ୍ପାଦନା]
୨. ପରିବା ଆଦି ବନାଇବା କ୍ରିୟା — ୨. The act of slicing vegetables for cooking.
୩. ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିବା — ୩. The act of joining vowel-signs to consonants.

ଅନୁବାଦ

[ସମ୍ପାଦନା]
୪. ଦୁଇ ଜଣଙ୍କ ମଧ୍ୟରେ ସଭାବ ବା କଥା ଭାଷା —୪. Mutual friendship or terms of speaking between two persons.