Jump to content

ବନାମ୍

ଉଇକିଅଭିଧାନ‌ରୁ

ବନାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ. (କଚରିଆ) (ଫାରାସୀ - ବନାମ୍=ନାମରେ)

[ସମ୍ପାଦନା]
୧. ବିପରୀତ ପକ୍ଷରେ; ଅପର ପକ୍ଷରେ —୧. Versus; on the opposite party.

(ଯଥା—ସରକାର୍ ବାହାଦୂର୍ ବାଦୀ ବନାମ୍ ରାମଚନ୍ଦ୍ର ମଙ୍ଗରାଜ ସାକୀନ୍ ଗୋବିନ୍ଦପରୁ—ପ୍ରତିବାଦୀ )

ଫକୀରମୋହନ. ଛମାଣଆଠଗୁଣ୍ଠ

୨. ଓରଫ୍; ଅନ୍ୟ ନାମ —୨. Alias.
୩. (ଅମୁକର) ନାମରେ —୩. In the name of

[ଦ୍ରଷ୍ଟବ୍ୟ —ଏହି ଶବ୍ଦର ସାଙ୍କେତିକ ଚିହ୍ନା ' ବ' ସାଧାରଣତଃ ବାଦି ଓ ପ୍ରତିବାଦଙ୍କ ନାମ ମଧ୍ୟରେ ଏହି ଶବ୍ଦ ଅଦାଲତରେ ବ୍ୟବହୃତ ହୁଏ ]