Jump to content

ବନାଶ୍ରୟ

ଉଇକିଅଭିଧାନ‌ରୁ

ବନାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବନ+ଆଶ୍ରୟ)

[ସମ୍ପାଦନା]
୧. ବନର ଆଶ୍ରୟ —୧. Talking shelter in the forests.
୨. (ବହୁବ୍ରୀହି) ଡାମରା କାଉ —୨. Rook; crow; jackdaw.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]
୧. ବନବାସୀ —୧. Living in the forests.
୨. ବନଚାରୀ —୨. Moving in the forests.
୩. ବାନପ୍ରସ୍ଥାବଲମ୍ୱୀ —୩. Taking to the forests to pass one's old age there.