ବନାୟୁ
ଦେଖଣା
ବନାୟୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ତୁଳ. ଫାରସୀ ନାମ ୟୁନାନ୍)
[ସମ୍ପାଦନା]- ୧. ପ୍ରଚୀନ ଦେଶବିଶେଷ; ଭରତବର୍ଷର ପଶ୍ଚିମରେ ଅବସ୍ଥିତ ଆରବ ବା ପାରସ୍ୟ ଦେଶର ପ୍ରାଚୀନ ନାମ; ଯୁନାନ୍ ଦେଶ — ୧. The ancient country of Unan (modern Arabia or Persia).
[ଦ୍ରଷ୍ଟବ୍ୟ —ଏ ଦେଶ ଉତ୍କୃଷ୍ଟ ଘୋଟକ ନିମନ୍ତେ ପ୍ରସିଦ୍ଧ ଥିଲା ]
- ୨. ଏ ଦେଶବାସୀ ଜାତି (ହିନ୍ଦୀ - ଶ.) —୨. A caste of people inhabiting the Unan country.
- ୩. (ନାମ) ରାଜା ପୁରୁରବାଙ୍କର ଏକ ପୁତ୍ର — ୩. A son of King Pururabā.