ବନିଆଦି
ଦେଖଣା
ବନିଆଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନିଆଦି
|
ବୈଦେଶିକ - ବିଶେଷଣ - (ଫା)
[ସମ୍ପାଦନା]- ୧. ଦୃଢ଼ ବା ପ୍ରଶସ୍ତ ଭିତ୍ତିବିଶିଷ୍ଟ (ଗୃହ) —୧. (house) Having strong foundation; well-fdounded.
- ୨. (ଲକ୍ଷଣାର୍ଥ) ବହୁକାଳ ସ୍ଥାୟୀ —୨. (figurative) Permanent.
- ୩. ବହୁ କାଳରୁ ସମାଜରେ ସମ୍ମାନିତ ଓ ପ୍ରସିଦ୍ଧ (ବଂଶ) — ୩. Old and respectable (family); aristrocra tic.