ବନିଆଦ୍
ଦେଖଣା
ବନିଆଦ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନିଆଦ୍
|
ବୈଦେଶିକ - ବି—(ଫା)—(ଫାରାସୀ - ବୁନିୟାଦ୍)
[ସମ୍ପାଦନା]- ୧. ଘର ଆଦିର ନିଁଆ ବା ଭିତ୍ତିମୂଳ —୧. The foundation of a house.
- ୨. (ଲକ୍ଷଣାର୍ଥ) କୌଣସି ବଂଶର ମୂଳ — ୨. (figurative) The origin or foundation of a family.