Jump to content

ବନିଆନ୍

ଉଇକିଅଭିଧାନ‌ରୁ

ବନିଆନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବି—(ଇଂରାଜୀ - ବନିଆନ୍, ଫ୍ଳାନେଲ୍ ଜାକେଟ୍)

[ସମ୍ପାଦନା]

ଗେଞ୍ଜି —Banian; a gauze underwear or shirt.

[ ଦ୍ର—ଇଂରାଜମାନେ ଭାରତକୁ ଆସିବାବେଳେ ସେମାନଙ୍କ ସଙ୍ଗେ କାରବାର କରୁଥିବା ବ୍ୟକ୍ତିକୁ 'ବନିଆନ୍ (ବଣିଆ)' ଡାକୁ ଥିଲେ ଓ ସେମାନେ ପିନ୍ଧାଥିବା ଅଧାହାତିଆ ଯାକେଟ୍କୁ ସେମାନଙ୍କ ନାମ ଅନୁସାରେ 'ବନିଆନ୍' ନାମ ଦିଆ ହୋଇଥିବା ବିଷୟ Webster କହନ୍ତି ]