Jump to content

ବନିତ

ଉଇକିଅଭିଧାନ‌ରୁ

ବନିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବନ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଯାହା ପ୍ରାର୍ଥନା କରାଯାଏ; ପ୍ରାର୍ଥିତ; ଯାଚିତ —୧. Prayed for.
୨. ସେବିତ —୨. Tended.