ବନିବା
ଦେଖଣା
ବନିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ବର୍ଣ୍ଣଯୋଜନ) ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରବର୍ଣ୍ଣର ମାତ୍ରା ଯୋଗ କରିବା —୧. To add vowel-signs to consonants.
- ୨. ଶବ୍ଦସ୍ଥ ଅକ୍ଷରମାନଙ୍କର ବର୍ଣ୍ଣମାନ ବିଶ୍ଳେଷଣ କରିବା; ବନାନ କରିବା — ୨. To analyse the spelling of the letters in a word.
ଅନୁବାଦ
[ସମ୍ପାଦନା]ବନିବା
|
- ୩. ନିର୍ମିତ ହେବା —୩. To be built.
(ଯଥା—ତାଙ୍କର ଗୋଟାଏ ଦୋମାହାଲା କୋଠା ବନୁଛି)
ଅନୁବାଦ
[ସମ୍ପାଦନା]- ୪. ଦୁଇ ଜଣଙ୍କ ମଧ୍ୟରେ ସଭାବ ଥିବା; ପଟିବା —୪. To continue in the maintenance of good relations between two persons.
(ଯଥା—ଖାମିଦ ଚାକରଙ୍କ ମଧ୍ୟରେ ଘଡ଼ିଏ ସୁଦ୍ଧା ବନିଲା ନାହିଁ)
ଅନୁବାଦ
[ସମ୍ପାଦନା]ବନିବା
|
- ୫. ବର୍ଣ୍ଣନା କରିବା —୫. To describe.
ଅନୁବାଦ
[ସମ୍ପାଦନା]- ୬. ବର୍ଣ୍ଣିବା; ଗାଳିଦେବା; ବକିବା; ବକାବନା କରିବା —୬. To abuse; to call names.
ଅନୁବାଦ
[ସମ୍ପାଦନା]ବନିବା
|
- ୭. (ଛାତ୍ର) ବ୍ୟଞ୍ଜନ ବର୍ଣ୍ଣରେ ସ୍ୱରମାତ୍ରା (ଆକାର, ଇକାର ଆଦି) ଯୋଗ କରିବାକୁ ଶିକ୍ଷା କରିବା — ୭. (stuent) To learn the adding of vowel- signs to consonants.
ଅନୁବାଦ
[ସମ୍ପାଦନା]ବନିବା
|
- ୮. ଶବ୍ଦରେ ଥିବା ସ୍ୱରଯୁକ୍ତ ବ୍ୟଞ୍ଜନ ବର୍ଣ୍ଣକୁ ବିଶ୍ଳେଷଣ କରିବା —୮. To spell a consonant joined with a vowel.
ଅନୁବାଦ
[ସମ୍ପାଦନା]- ୯. ହୁଷ୍ଟ— ପୃଷ୍ଟାଙ୍ଗ ହେବା —୯. To be fat.
- ୧. (ଫଳାଦି) ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେବା —୧୦ To develop to proper proportions (said of a fruit).
- ୧୧. ସୌନ୍ଦର୍ଯ୍ୟରେ ଶୋଭିତ ହେବା —୧୧. To develop or shine in one's beauty.
ଅନୁବାଦ
[ସମ୍ପାଦନା]- ୧୨. ପରିଣତ ହେବା —୧୨. To be to become; to turn into.
(ଯଥା—ସେ ମୋ ମୁରବ୍ୱୀ ବନିଛନ୍ତି)
ଅନୁବାଦ
[ସମ୍ପାଦନା]- ୧୩. ଫଳତଃ ବା କାର୍ଯ୍ୟରେ ଅମୁକର ସ୍ୱରୂପ ଧାରଣ କରିବା; ପାଲଟିବା; ରୂପେ ପରିଣତ ହେବା —୧୩ To be virtually like; to be turned into.
(କନ୍ଦର୍ପର) ଷଷ୍ଠବାଣ ବନିଲେ ସେ ମୁରଲୀଧର କବିସୂର୍ଯ୍ୟ—ରତ୍ନାକର ଚମ୍ପୂ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]- ୧. ଠିକ୍ ହେବା —୧. To suit; to be appropriate.
- ୨. ଆସିବା; ପଇଟିବା — ୨. To be recalled; to be committed to memory.