Jump to content

ବନୀ

ଉଇକିଅଭିଧାନ‌ରୁ

ବନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ବନ+ସ୍ତ୍ରୀ. ଈ)—ବନସ୍ଥଳୀ; ବନ — ୧. Forest.

ଯମୁନା ବାହିନୀ ତଟରୁହ ବନୀ ଅବନୀ ବନାଇ ବାର ଯେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଯ୍କ ଗୀତ

୨. ଛୋଟ ବନ —୨. A small forest.
୩. (ବନ ଧାତୁ+ଭାବ. ଈ) ଯାଚଞ୍ଚା —୩. Begging
୪. ମିଳନ —୪. Meeting; mixing.
୫. ପ୍ରାର୍ଥନା —୫. Prayer; solicitation.
୬. (ପୁଂ; ବନ+ଇନ୍; ୧ମା. ୧ବ.) ବାନପ୍ରସ୍ଥ —୬. A person who has taken to the ୩rd stage of a Hindu's life.