ବନୀକ
(ବନୀପକ, ବନୀୟକ—ଅନ୍ୟରୂପ)
(ବନୀକା, ବନୀପକା, ବନୀୟକା—ସ୍ତ୍ରୀ)
ପ୍ରାର୍ଥନାକାରୀ- Soliciting; begging; solicitous.
ଭିକ୍ଷୁକ — A beggar; a mendicant (Apte).