Jump to content

ବନେ

ଉଇକିଅଭିଧାନ‌ରୁ

ବନେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (କ୍ରିୟା, ଅବ୍ୟୟରୂପେ ବ୍ୟବହୃତ) ଅ

[ସମ୍ପାଦନା]
୧. ନିଶ୍ଚେଁ — ୧. Certainly.
୨. ଦୃଢସଂକଳ୍ପ —୨. Determination


(ଯଥା—ତୁ ଆଜି ମୋ ଗୋଡୢ ତଳେ ମୁଣ୍ଡ ନୁଆଁ ଇଲେ ଯାଇ ମୋର ବନେ=ମୁଁ ଦୃଢ ସଂକଲ୍ପ କରିଛି ଯେ ତୁ ଆଜି ମୋ ଗୋଡ— ତଳେ ମୁଣ୍ଡ ଲୁଆଁଇବୁ)

୩. (ଏହା) ଚଳିବ —୩. (this) will do

ଯଥା—ମୋର ଏକାମ ହେଲେ ବନେ