ବନେଇବା
ଦେଖଣା
ବନେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବନେଇବା
|
ଦେଶଜ - କ୍ରି. (ସଂସ୍କୃତ - ବର୍ଣ୍ଣନା)
[ସମ୍ପାଦନା]- ୧. ବନିକା କ୍ରିୟାର ଣିଜନ୍ତ ରୂପ — ୧. Causative of Banibā
- ୨. ପରିବା ଆଦି ରାନ୍ଧିବା ନିମନ୍ତେ କାଟିବା —୨. To chop or slice vegetables for cooking.
- ୩. ପ୍ରସ୍ତୁତ କରିବା —୩. To make; to prepare.
ଦିନ ହରୁ ସୁମ ଝରା ବନାଇ ବନାଇ କବିସୂର୍ଯ୍ୟ. ସଙ୍ଗୀତ
- ୪. ନିର୍ମାଣ କରିବା —୪. To build; to construct.
ଯମୁନା ବାହିନୀ ତଟରୁହ ବନୀ ଅବନୀ ବନାଇ ବାରରେ କବିସୂର୍ଯ୍ୟ. କିଶୋରୀ ସଙ୍ଗୀତ
- ୫. ପରିଣତ କରାଇବା —୫. To cause to change into.
(ଯଥା—ଭଲଲୋକଙ୍କୁ କଥାରେ ସେ ଚୋର ବନାଇ ଦେଲା )
- ୬. (ସଂସ୍କୃତ - ବିନ୍ୟାସ) ସଜାଇବା; ସଜ୍ଜିତ କରିବା — ୬. To dress; to adron; to fit up.
ବନାଇ ଚୁଳ କୁସୁମେ ଚନ୍ଦନ ଲେପନ ଭଞ୍ଜ. ବୈଦେହୀଶବିଳାସ