ବନୈଟି
ଦେଖଣା
ବନୈଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବନେଟି; ତୁଳ. ସଂସ୍କୃତ - ବନ+ଯଷ୍ଠି)
[ସମ୍ପାଦନା]ମଲ୍ଲକ୍ରୀଡ଼ାରେ ବ୍ୟବହୃତ ୩୪: ହାତ ଲମ୍ୱ ବାଡ଼ି — A cudgel ୩ or ୪ cubits long used in wrestling.
[ ଦ୍ର—ଏଥିର ଦୁଇ ମୁଣ୍ଡରେ କନା ପୁଡ଼ା ବା ନିଆଁ ହୁଳା ବାନ୍ଧି ଉକ୍ତ ବାଡ଼ିର ମଧ୍ୟସ୍ଥଳକୁ ହାତଦ୍ୱାରା ମୁଠାଇ ହସ୍ତକୌଶଳ—ଦ୍ୱାରା ଦୁଇ ମୁଣ୍ଡକୁ ବୃତ୍ତାକାରରେ ବୁଲାଇ ମଲ୍ଲକ୍ରୀଡ଼ା କରାଯାଏ ]