Jump to content

ବନୋଟି

ଉଇକିଅଭିଧାନ‌ରୁ

ବନୋଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବନେଟି; ତୁଳ. ସଂସ୍କୃତ - ବନ+ଯଷ୍ଠି)

[ସମ୍ପାଦନା]

ମଲ୍ଲକ୍ରୀଡ଼ାରେ ବ୍ୟବହୃତ ୩୪: ହାତ ଲମ୍ୱ ବାଡ଼ି — A cudgel ୩ or ୪ cubits long used in wrestling.

[ ଦ୍ର—ଏଥିର ଦୁଇ ମୁଣ୍ଡରେ କନା ପୁଡ଼ା ବା ନିଆଁ ହୁଳା ବାନ୍ଧି ଉକ୍ତ ବାଡ଼ିର ମଧ୍ୟସ୍ଥଳକୁ ହାତଦ୍ୱାରା ମୁଠାଇ ହସ୍ତକୌଶଳ—ଦ୍ୱାରା ଦୁଇ ମୁଣ୍ଡକୁ ବୃତ୍ତାକାରରେ ବୁଲାଇ ମଲ୍ଲକ୍ରୀଡ଼ା କରାଯାଏ ]