Jump to content

ବନୋତ୍ସର୍ଗ

ଉଇକିଅଭିଧାନ‌ରୁ

ବନୋତ୍ସର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବନ+ଉତ୍ସର୍ଗ)

[ସମ୍ପାଦନା]

ଦେବମନ୍ଦିର, ବାପୀ, କୂପ, ଉପବନଆଦିର ସର୍ବସାଧାରଣଙ୍କ ବ୍ୟବହାରାର୍ଥ ଉତ୍ସର୍ଗ ବା ଦାନ କର୍ମ (ହିନ୍ଦୀ - ଶ.) —Formal dedication of a temple well, tank or park for the use of the public.