Jump to content

ବନ୍ତଳ

ଉଇକିଅଭିଧାନ‌ରୁ

ବନ୍ତଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବନ୍ତଳ କଦଳୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ—କାଷ୍ଠ କଦଳୀ)

[ସମ୍ପାଦନା]

କଞ୍ଚାରେ ତରକାରି ହୋଇ ଖିଆଯିବା କୋଣବିଶିଷ୍ଟ ଏକପ୍ରକାର କଦଳୀ — A kind of plantain used in prepering curry while raw; Plantain; Musa Paradiaca (Haines).

[ ଦ୍ର—କଦଳୀ ସାଧାରଣତଃ ତିନି ପ୍ରକାରର ଯଥା—

୧. ଯାହା କଞ୍ଚାରେ ତରକାରି କରି ଖିଆ ଯାଏ, ଅର୍ଥାତ୍—ବନ୍ତଳ
୨. ଯାହା ପାଚିଲେ ଖିଆଯାଏ
୩. ଯାହା କଞ୍ଚା ତରକାରି କରି ଓ ପାଚିଲେ ମଧ୍ୟ ଖିଆଯାଇ ପାରେ ୧ମ ଶ୍ରେଣୀର ବନ୍ତଳ କଦଳୀ ଅନେକ ଜାତୀୟ ଅଛି; ଯଥା— ମେଣ୍ଢୀବନ୍ତଳ (ଛୋଟ ଛୋଟ), ପାଉଁଶିଆ, ଲାଉଆ, ଦକ୍ଷିଣିସାଗର. ବତିଶିଫେଣିଆ ବନ୍ତଳ, ମଞ୍ଜିକଦଳୀ ୨ୟ ଶ୍ରେଣୀର କଦଳୀ ମଧ୍ୟ ନାନବା ଜାତୀୟ; ଯଥା— କାଠିଆ, ଚମ୍ପା, ଅମୃତ ପାଣି, ପାଟକପୁରା, କାବୁଲୀ, କହ୍ନେଇବଇଁଶି, ନାଲିକଦଳୀ, ଚିଣିଚମ୍ପା ୩ୟ ଶ୍ରେଣୀର; କଦଳୀ—ଶଙ୍କରା ଓ ବତିଶା; ଏଗୁଡ଼ିକ ଉତ୍୘ୃଷ୍ଟ ନୁହେଁ ଓ ବିନାଯତ୍ନରେ ବଢ଼େ