ବନ୍ଥ(ଡା)
ଦେଖଣା
ବନ୍ଥ(ଡା)
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ୟାଘାତ; ବାଧା — Obstacle.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବୁଦ୍ଧିହୀନ; ମୋଟାବୁଦ୍ଧି —୧. Blunt;dull-headed
- ୨. ବ୍ୟାଘାତକାରକ —୨. Obstructive.
- ୩. (ସଂସ୍କୃତ - ଦନ୍ତର; ତୁଳ. ଇଂରାଜୀ - ବ୍ଳଣ୍ଟ୍)—ଦନ୍ଥରା; ଯେଉଁ ଅସ୍ତ୍ରର ଦାଢ଼ ମୋଟ ଓ ଦନ୍ତୁର ହୋଇ ଯାଇଥାଏ — ୩. Blunt; dull-edged.