Jump to content

ବନ୍ଦକ

ଉଇକିଅଭିଧାନ‌ରୁ

ବନ୍ଦକ

ଉଚ୍ଚାରଣ

[ସମ୍ପାଦନା]
(ବନ୍ଦିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବନ୍ଦ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ବନ୍ଦନା କରେ; ସ୍ତୁତି କାରକ — ୧. Praying; praising.
୨. ପ୍ରଣାମକାରୀ —୨. Making obeisance.