ବନ୍ଦନା
ଦେଖଣା
ବନ୍ଦନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଦ ଧାତୁ+ଭାବ. ଅନ+ଆ)
[ସମ୍ପାଦନା]ବନ୍ଦନ (ଦେଖ) - Bandana (See)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଦନ)
[ସମ୍ପାଦନା]ମଙ୍ଗଳାଚରଣ; ଗ୍ରନ୍ଥ ବା ନୃତ୍ୟ ଗୀତାଦି ଆରମ୍ଭ କରିବା ପୂର୍ବରୁ ଦେବାଦ୍ଦେଶ୍ୟରେ ବୋଲ୍ୟ ଯିବା ମଙ୍ଗଳସୂଚକ ଗାନ ବା ସ୍ତବ —Hymn invoking blessings at the beginning of a book or of a musical performance.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବନ୍ଦନୀୟା —Adorable (Woman).
ଦ୍ରୁପଦ ନନ୍ଦାନା ଦଗତେ ବନ୍ଦାନା—କୃଷ୍ଣସିଂହ. ମହାଭାରତ ବନ