Jump to content

ବନ୍ଦନୀ

ଉଇକିଅଭିଧାନ‌ରୁ

ବନ୍ଦନୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମାତୃସ୍ତନ୍ୟ — Mother's breast.

(ଯଥା—ପିଲା ବେମାରି ହେତୁରୁ ବନ୍ଦନୀ ଧରିବାକୁ ନାହିଁ)

ସଂସ୍କୃତ - ବିଶେଷ୍ୟ - (ବନ୍ଦ୍ ଧାତୁ+ଭାବ. ଅନ+ଈ)

[ସମ୍ପାଦନା]
୧. ସ୍ତୁତି; ସ୍ତବ (ହିନ୍ଦୀ - ଶ) —୧. Prayer.
୨. (+କରଣ ଅନ+ଈ) ଗୋରୋଚନା (ହିନ୍ଦୀ - ଶ) —୨. A yellow pigment got from dead cattle.
୩. ବଟୀ (ହିନ୍ଦୀ - ଶ); ବଟିକା — ୩. Pill.
୪. ଶରୀରରେ ଧାରଣ କରାଯିବା ତିଳକ ଚିହ୍ନ (ହିନ୍ଦୀ - ଶ) —୪. Sectarian mark painted on the body.