Jump to content

ବନ୍ଦନୀୟ

ଉଇକିଅଭିଧାନ‌ରୁ

ବନ୍ଦନୀୟ

ଉଚ୍ଚାରଣ

[ସମ୍ପାଦନା]
(ବନ୍ଦନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବନ୍ଦ ଧାତୁ+କର୍ମ ଅନୀୟ)

[ସମ୍ପାଦନା]
୧. ଯାହାକୁ ବନ୍ଦନ ବା ପୂଜା କରାଯାଏ — ୧. Worshipped; adored.
୨. ପୂଜ୍ୟ — ୨. Worshippable; adorable.
୩. ପ୍ରଶଂସନୀୟ; ସ୍ତବନୀୟ — ୩. Fit to be praised; praiseworthy.