ବନ୍ଦରିଆ
ଦେଖଣା
ବନ୍ଦରିଆ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀମାନଙ୍କର ହାତରେ ପିନ୍ଧା ଯିବା ଏକ ପ୍ରକାର ଖଡ଼ୁ —A kind of bracelet.
ବନ୍ଦରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବନ୍ଦରି—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫାରାସୀ - ବନ୍ଦରିୟା)
[ସମ୍ପାଦନା]- ୧. ବନ୍ଦରସମ୍ୱନ୍ଧୀୟ — ୧. Pertaining to a port.
- ୨. ବନ୍ଦରର ଅଧିବାସୀ — ୨. Residīng in a port.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବନ୍ଦ୍ରିଆ; ବାଲା ବା ବଳୟ — Bracelet.