ବନ୍ଦାକ
ଦେଖଣା
ବନ୍ଦାକ
ଉଚ୍ଚାରଣ
[ସମ୍ପାଦନା](ବନ୍ଦାକା—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ବନ୍ଦା+ସ୍ୱାର୍ଥେ, କ
[ସମ୍ପାଦନା]ଯେ ବନ୍ଦନା କରେ Adoring; worshipping; saluting.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚିରଶ୍ୟାମଳ ପରବୃକ୍ଷଜୀବୀ କ୍ଷୁଦ୍; ନିର୍ମୂଳୀ ବା ମଲାଙ୍ଗ; ଗଛ ଉପରେଜ ଜନ୍ନିବା ଓ ମାଡ଼ିଆ ଲତା — A parasitic plant; orchid; loranthus. Longifolius.
[ ଦ୍ର—ଏହା ଆମ୍ୱ ଆଦି ଗଛର ଶାଖାରେ ମାଡ଼େ; ପତ୍ର ମୋଟା; ଫୁଲ ପ୍ରାୟ ଆରକ୍ତ ଏହାର ସ୍ୱାଦ ତିକ୍ତ ବୈଦ୍ୟକ ମତରେ ଏହା କଫ,
ଅନୁବାଦ
[ସମ୍ପାଦନା]ବନ୍ଦାକ
ତେଲୁଗୁ - ବାଜିନୀକେ ବାଦାଂଖୁଲ, କାମରୁଥ ଗୁ. ବଂଦୋ |
ପିତ୍ତ ଓ ଶ୍ରମବୂରକ; ରକ୍ତ— ଦୋଷ, ବ୍ରଣ ଓ ବିଷଦୋଷ ନାଶକ ]