Jump to content

ବନ୍ଦାଣ ତଣ୍ଡୁଳ

ଉଇକିଅଭିଧାନ‌ରୁ

ବନ୍ଦାଣ ତଣ୍ଡୁଳ

ଉଚ୍ଚାରଣ

[ସମ୍ପାଦନା]

(ବନ୍ଦାଣ ଚାଉଳ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବନ୍ଦାପନା ସମୟରେ ବ୍ୟବହୃତ ଚାଉଳ — The unparboiled rice used in Bandāpanā

ବନ୍ଦାଣ ତଣ୍ଡୁଳ ଧୂଳି ତନଗନ୍ଧ ଗଦ ଭଞ୍ଜ. ବୈଦେହୀଶବିଳାସ