ବନ୍ଦାପନ
ଦେଖଣା
ବନ୍ଦାପନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଦାପନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଦନ)
[ସମ୍ପାଦନା]- ୧. ବନ୍ଦାଣ; ବନ୍ଦାଇବା କ୍ରିୟା — ୧. The ceremony of saluting a distinguished guest or a newly married couple.
- ୨. (ଏଥିରେ ବର କନ୍ୟାଙ୍କୁ ବନ୍ଦାପନା କରା ଯାଉ ଥିବାରୁ) ବନ୍ଦାଣ ଘର; ପୁନର୍ବିବାହ; କନ୍ୟା ରଜସ୍ୱଳା ହେବା ପରେ ବର କନ୍ୟାଙ୍କ ସହବାସ ପୂର୍ବରୁ କରାଯିବା କର୍ମ; ଆଶୀର୍ବାଦ— ଘର; ଦ୍ୱିରାଗମନ —୨. The ceremony or ritual of consummation of marriage
ଶୁଭଯୋଗରେ ସରିଲା ବନ୍ଦାପନା—ଭଞ୍ଜ. ପ୍ରେମସୁଧାନିଧି