ବନ୍ଦାରୁ
ଦେଖଣା
ବନ୍ଦାରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (ବନ୍ଦ ଧାତୁ+କର୍ତ୍ତୃ. ଆରୁ)—ଅଭିବାଦକ; ବନ୍ଦନକାରୀ —୧. Adoring; saluting.
- ୨. (+କର୍ମ. ଆରୁ)—ପୂଜନୀୟ (ହିନ୍ଦୀ - ଶ.) —୨. Adorable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତୁତିଗାନକାରୀ ବ୍ୟକ୍ତି; ସ୍ତାବକ — ୨. Supplicant; singer of hymn.
ବନ୍ଦାରୁ ପରଶୁରାମ ଦର୍ପବିଭଞ୍ଜନ—ଭଞ୍ଜ, ବୈଦେହୀଶବିଳାସ
- ୨. (+କରଣ. ଅରୁ) ସ୍ତୋତ୍ର; ସ୍ତବ (ହିନ୍ଦୀ - ଶ) —୨. Hymn; psalm .
- ୨. (+କର୍ତ୍ତୃ. ଅରୁ) ବନ୍ଦାକ; ମଲାଙ୍ଗ; ପରାଙ୍ଗ ପୁଷ୍ଟ ବୃକ୍ଷ (ହିନ୍ଦୀ - ଶ) —୩. Parasitic plant.