Jump to content

ବନ୍ଦିଆ

ଉଇକିଅଭିଧାନ‌ରୁ

ବନ୍ଦିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ବିନ୍ଦୁ)

[ସମ୍ପାଦନା]
୧. ମଥାମଣି — ୧. An or nament for the forehead.
୨. କର୍ଣ୍ଣାଳଙ୍କାରବିଶେଷ — ୨. A kind of ear-ring.

କେ ବୋଇଲେ କର୍ଣ୍ଣର ବନ୍ଦିଆ ବନ୍ଦିକି କୃଷ୍ଣସିଂହ. ମହାଭାରତ. ବନ

୩. (ସଂସ୍କୃତ - ବନ୍ଦି; ଫାରାସୀ - ବନ୍ଦୀ) କାରାରୁଦ୍ଧ ବ୍ୟକ୍ତି; ବନ୍ଦି — ୩. Prisoner.

ବନ୍ଦିଆ ମଣ୍ଡନେ ଶ୍ରବଣେ ତାଳ ପତ୍ର ଘଉଡ଼ି ବନ୍ଦିଆ ନୋହିକି ସେ ଯିବା ଯେଉଁ ନୟନ ପଡ଼ି ଭଞ୍ଜ, ବୈଦେହୀଶବିଳାସ