ବନ୍ଦିଗ୍ରାହ
ଦେଖଣା
ବନ୍ଦିଗ୍ରାହ
ଉଚ୍ଚାରଣ
[ସମ୍ପାଦନା]ବନ୍ଦି ଚୌର, ବନ୍ଦିକାରଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ପୁ. (ବନ୍ଦି=କୟେଦୀ; ଗ୍ରହ୍ ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେ ସିନ୍ଧି କରି ଚୋରି କରେ (ଜ୍ଞାନେନ୍ଦ) —୧. Housebreaker.
- ୨. ଡକାଏତ (ହିନ୍ଦୀ - ଶବ୍ଦସାଗର) — ୨. Dacoit.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେ ହଠାତ୍ ଅକ୍ରମଣ କରି ବନ୍ଦି କରେ — Taking persons captive by wayling them.