Jump to content

ବନ୍ଦୀ

ଉଇକିଅଭିଧାନ‌ରୁ

ବନ୍ଦୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବନ୍ଦ ଧାତୁ=ସ୍ତବ କରିବା+କର୍ତ୍ତୃ. ଇନ୍; ବନ୍ଦିନ୍ ୧ମା. ୧ବ.)

[ସମ୍ପାଦନା]
୧. ଭଟ; ଚାରଣ —୧. Herald
୨. (ତୁଳ. ଫାରାସୀ - ଏହି ଅର୍ଥରେ ବନ୍ଦୀ) କାରାରୁଦ୍ଧ ବ୍ୟକ୍ତି — ୨. Prisoner.

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ବନ୍ଦି (ଦେଖ) - Bandi (See)

ମନେ ବିଚାରି ଦୟାନିଧି ଭଜ୍ଜୁରେ ହୋଇ ବଇଁ ବ୬ନ୍ଦି—ଜଗନ୍ନାଥ ଭାଗବତ