ବନ୍ଦେ
ଦେଖଣା
ବନ୍ଦେ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - କ୍ରି. (ସଂସ୍କୃତ ବନ୍ଦ ଧାତୁର ଉତ୍ତମ ପୁରୁଷ ଏକବଚନର କ୍ରିୟା)
- ୧. ମୁଁ ବନ୍ଦନା କରିଅଛି; ବନ୍ଦଇ —୧. I asore; I salute.
[ଦ୍ରଷ୍ଟବ୍ୟ —ଏହା 'ବନ୍ଦ' ଧାତୁର ସଂସ୍କୃତରୂପ ହେଲେ ମଧ୍ୟ ବଙ୍କିମ ଚନ୍ଦ୍ରଙ୍କର 'ବନ୍ଦେ ମାତରଂ' ଗୀତରେ ବ୍ୟବହୃତ ହେଇଥିବାରୁ ବର୍ତ୍ତମାନ ଭାରତରେ ସ୍ୱଦେଶୀ ଓ ସ୍ୱରାଜ୍ୟ ଆନ୍ଦୋଳନ ସମୟରେ 'ବନ୍ଦେ ମାତରମ୍' ଭାରତୀୟ ସମସ୍ତ ଭାଷାରେ ବ୍ୟବହୃତ ହେଇଗଲାଣି]