ବନ୍ଦେଇବା
ଦେଖଣା
ବନ୍ଦେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବନ୍ଦେଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବନ୍ଦ୍ ଧାତୁ)
[ସମ୍ପାଦନା]- ୧. ବନ୍ଦନ କରିବା; ପୂଜା କରିବା —୧. To worship
- ୨. ଅଭିବାଦନ କରିବା; ୨. To salute.
- ୩. ସ୍ତବ କରିବା — ୩. To salship.
- ୪. ବନ୍ଦାପନା କରିବା; ଦେବତା ବା ବରକନ୍ୟା ବା ବନ୍ଦନୀୟ ବ୍ୟକ୍ତିଙ୍କ ସମ୍ମଖରେ ପ୍ରଦୀପ ଆଦି ହଲାଇ ଅଭ୍ୟର୍ଥନା କରିବା — ୪. To welcome by offerings; to salute a Deity or an honored person by waving lights etc before him.
ଜଟି ଯେ କଦଳୀ ଘୃତ ଦୀପ ବନ୍ଦାଇବା ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତୀ
- ୫. ପୂଜ୍ୟ ବ୍ୟକ୍ତିଙ୍କୁ ବା ଦେବତାଙ୍କୁ ଧନ ବା ଅଲଙ୍କାର ଆଦି ଭେଟି ଦେବା —୫. To give presents (of cash or ornaments etc) to a distinguished guest or Deity; to give offerings to a distinguished person as a sign of respect. or welcome.