ବନ୍ଦେଜ୍
ଦେଖଣା
ବନ୍ଦେଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବନ୍ଦେଜ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାଣ୍ଡେଜ୍, ଫାରାସୀ - ବନ୍ଦିଶ୍=ବାନ୍ଧୁଣୀ ଦଉଡ଼ୀ)
[ସମ୍ପାଦନା]- ୧. ବାନ୍ଧୁଣୀ —୧. A bond; bondage.
- ୨. ବ୍ୟବସ୍ଥା; ଚିରସ୍ଥାୟୀ ବନ୍ଦୋବସ୍ତ; ମାମୁଲି —୨. Permanent arragement; provision; settlement.
- ୩. ଅପରିବର୍ତ୍ତନୀୟ ଅଭ୍ୟାସ —୩. A firmly rooted habit.